ଜୟପୁର, ଉତକେଲା ଓ ରାଉରକେଲାରେ ହେବ ବିମାନବନ୍ଦର, ୩ଟି ବିମାନବନ୍ଦର ଭିତ୍ତିଭୂମି ନିର୍ମାଣ କରିବେ...

ଭୁବନେଶ୍ବର : ରାଜ୍ୟରେ ଅଧିକରୁ ଅଧିକ ଲୋକଙ୍କୁ ବିମାନସେବା ଯୋଗାଇବା ପାଇଁ କୋରାପୁଟର ଜୟପୁର, କଳାହାଣ୍ଡିର ଉତକେଲା ଓ ସୁନ୍ଦରଗଡ଼ର ରାଉରକେଲାରେ ଆଉ ୩ଟି ବିମାନବନ୍ଦର ପ୍ରତିଷ୍ଠା ହେବ। ଆଜି ଏ ନେଇ...