ନାଗରିକତା ବିଲ୍‌କୁ ସଂସଦର ମଞ୍ଜୁରି, ରାଜ୍ୟସଭାରେ ୧୨୫-୧୦୫ ଭୋଟ୍‌‌ରେ ପାସ୍

ନୂଆଦିଲ୍ଲୀ : ବିବାଦୀୟ ନାଗରିକତା ସଂଶୋଧନ ବିଲ୍ ଆଜି ସଂସଦର ଅନୁମୋଦନ ଲାଭ କରିଛି। ଗତ ସୋମବାର ଦିନ ଲୋକସଭାରେ ୩୧୧-୮୦ ଭୋଟରେ ଗୃହୀତ ଏହି ବିଲ ଆଜି ରାଜ୍ୟସଭାରେ ମଧ୍ୟ ପାସ୍...