ଜିଏସ୍‌ଟି ଚିଫ୍‌ କମିସନର, ଡିଜିଙ୍କ ପ୍ରଥମ ସମ୍ମିଳନୀ

ଭୁବନେଶ୍ବର: ଜିଏସ୍‌ଟି ଚିଫ୍ କମିସନର (ମୁଖ୍ୟ ଆୟୁକ୍ତ) ଓ ଡାଇରେକ୍ଟର ଜେନେରାଲ୍‌ (ଡିଜି)ଙ୍କ ଦୁଇଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସିବିଆଇସିର ସଦସ୍ୟ ଏସ୍‌ ଏମ୍ ଭଟ୍ଟନାଗରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଦେଶର...