OCN anti come Zone

OCN anti come Zone

ଏନ୍‌ବିଏଫ୍‌ସିର ମୂଲ୍ୟବାନ ସମ୍ପତ୍ତି କିଣିପାରିବେ ସରକାରୀ ବ୍ୟାଙ୍କ

ନୂଆଦିଲ୍ଲୀ: ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା (ଏନ୍‌ବିଏଫ୍‌ସି) ଓ ହାଉସିଂ ଫାଇନାନ୍ସ କଂପାନିଗୁଡ଼ିକର ମୂଲ୍ୟବାନ ସମ୍ପତ୍ତିକୁ ସରକାରୀ ବ୍ୟାଙ୍କଗୁଡ଼ିକ କିଣିପାରିବେ। ଆଜିର କ୍ୟାବିନେଟ୍ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି।...